ମନ କି ବାତ କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ଭର୍ତ୍ତୁହରି ମହତାବ

କଟକ,1oct (ଆପଣଙ୍କ ସ୍ୱର) ପ୍ରତ୍ୟେକ ମାସର ଶେଷ ରବିବାର ଦିନ ୧୧ ଟା ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମନ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଜନତାଙ୍କ ପାରିଦର୍ଶିତାକୁ ସାରା ଭାରତବର୍ଷରେ ପରିଚୟ କରିଥାନ୍ତି | ମହିଳା ଯୁବ ଛାତ୍ର ବୁଦ୍ଧିଜୀବୀ ମାନଙ୍କୁ ଗୁରୁତ୍ୱ ଦେଇ ସବୁ ସମୟରେ ମନ କି ବାତ କାର୍ଯ୍ୟକ୍ରମରେ ସେମାନଙ୍କ ସହିତ କଥା ହେବା ଏବଂ କାର୍ଯ୍ୟକୁ ପ୍ରଶଂସା କରିଥାନ୍ତି | ଏହି ପରିପ୍ରେକ୍ଷୀରେ ବିଜେପି ଯୁବ ନେତା ତଥା ୨୬ ନମ୍ବର ୱାର୍ଡ କର୍ପୋରେଟର ଗଗନ ଓଝାଙ୍କ କାଠଗଡା ସାହି ସ୍ଥିତ ବାସଭବନରେ ୧୩୮ ତମ ମନ କି ବାତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା କଟକ ଲୋକସଭା ସାଂସଦ ସାଂସଦରତ୍ନ ଶ୍ରୀ ଭର୍ତ୍ତୁହରି ମହତାବ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ | କାଠଗଡା ସାହି ଅଧିକାରୀ ବିରଞ୍ଚି ନାରାୟଣ ମହାରଣା, ମହନ୍ତ ଦୁର୍ଗାଚରଣ ମହାରଣା, ସଭାପତି ବିଜନ ସିହ୍ନା, ସମ୍ପାଦକ ସଦାଶିବ ଓଝା, ଉପଦେଷ୍ଟା ଶିବ ପ୍ରସାଦ ପ୍ରଧାନ, ନିମ ସାହି ପୂଜା କମିଟି ସମ୍ପାଦକ ହେମନ୍ତ ସେଠି, ପୂର୍ବତନ ସମ୍ପାଦକ ପ୍ରଦୀପ ମହାରଣା, ଶିଳ୍ପୀ କୁମ୍ଭାର ସାହି ସମ୍ପାଦକ ଜୟକୃଷ୍ଣ ମୁଦୁଲି, ସଭାପତି ବିଶ୍ୱଜିତ ବେହେରା, ସହ ସମ୍ପାଦକ ତପନ ବେହେରା, ଉପଦେଷ୍ଟା କେଦାର ବେହେରା, ସାଂସଦଙ୍କ କେଏମସି ପ୍ରତିନିଧି ଜ୍ୟୋତିରଞ୍ଜନ ରାୟ, ନିମାଇଁ ଦାସ, ସଞ୍ଜୟ ଦାସ, ଧନେଶ୍ୱର ମହାପାତ୍ର, କେଶବ କୁମାର କୁଣ୍ଡୁ, ବିଜୟାନନ୍ଦ ବାରିକ, ନବ ଦାସ, ମୋହିତ ସୋନି, ସୁଶୀଲ ସ୍ୱାଇଁ, ମାନସ ମହାରଣା, ଶିବଶଙ୍କର ମଲ୍ଲିକ, ପଵନ ଓଝା, ଯତିନ ମହାରଣା, ଅନିଲ ଡାକୁଆ, ସୂର୍ଯ୍ୟକାନ୍ତ ପ୍ରଧାନ, ଅଜୟ ଓଝା, ପ୍ରିତମ ମହାରଣା, ରତ୍ନାକର ପ୍ରଧାନ, ଚିତ୍ତରଞ୍ଜନ ସ୍ୱାଇଁ, ରାଜ ଗୁପ୍ତା, ବାଦଲ ସାହୁ, ସରୋଜ ରାଉତ, ସ୍ୱାଧୀନ ପ୍ରଧାନ, ଲୋକନାଥ ମହାପାତ୍ର,. ଫରିଦ ଖାଁ, ସୂର୍ଯ୍ୟକାନ୍ତ ମହାପାତ୍ର, ଜ୍ଞାନେନ୍ଦ୍ର ବେହେରା, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ଶୁଣିଥିଲେ |

Oct 2, 2026 - 16:52
 0  0

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
Ajay Ajya Kumar Behera is the founder and editor of APANANKA SWAR and a passionate advocate of truthful and responsible journalism. Dedicated to serving society through accurate reporting and public-interest news, he believes in the values of truth, transparency, and trust. Through APANANKA SWAR, he strives to inform, empower, and connect communities across Odisha.