Apananka Swar | Odisha Breaking News, Latest News, Weather Updates, Odisha News Live - : National
WOMAN FOUND 100 CRORE IN HER BANK ACCOUNT/ଗ୍ୟାସ୍ ସବସିଡ୍ ଚେକ୍ କରିବାକୁ ଯାଇଥିଲେ ମହିଳା; ଖାତାରେ ଦେଖିଲେ ଆସିଛି ୧୦୦ କୋଟି
<description><![CDATA[ କୋଲକାତା: ବ୍ୟାଙ୍କ ଖାତାରେ ଦେଖିଲେ ଶହେ କୋଟି । ପାଦ ତଳୁ ଖସିଗଲା ମାଟି । ସିଲେଇ କଲେ ପରିବାର ଚଳେ । ଦମ୍ପତି ଆବଜେଷ୍ଟସ୍ ଘରେ ରୁହନ୍ତି । ଅଭାବ ଭିତରେ ସ୍ଵାମୀ, ସ୍ତ୍ରୀ ବ୍ୟାଙ୍କରେ ଗୋଟିଏ ଆକାଉଣ୍ଟ ଖୋଲିଥିଲେ । ଆଉ ସେଇ ଆକାଉଣ୍ଟରେ ଆସୁଥିଲା ଗ୍ୟାସ୍ ସବସିଡି ।
ଏବେ ସେହି ଆକାଉଣ୍ଟକୁ ୧୦୦ କୋଟି ଟଙ୍କା ଆସିବା ପରେ ଦମ୍ପତି ଅକଳରେ ପଡ଼ି ଯାଇଛନ୍ତି । ବ୍ୟାଙ୍କକୁ ଗ୍ୟାସ୍ ସବସିଡ୍ ଆସିଛି କି ନା ନାହିଁ ପଚାରିବାକୁ ଯାଇଥିବା ବେଳେ ମହିଳା ଜଣଙ୍କ ଚକିତ ହୋଇ ଯାଇଛନ୍ତି । କାରଣ ମହିଳାଙ୍କ ଆକାଉଣ୍ଟରେ ଶହେ କି ହଜାରେ ଟଙ୍କା ନୁହେଁ, ବରଂ ୧୦୦ କୋଟି ଟଙ୍କା ଜମା ହୋଇଛି ।                                    ପଶ୍ଚିମବଙ୍ଗଲର ଦକ୍ଷିଣ ୨୪ ପରଗଣାରେ ଏହି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ବ୍ୟାଙ୍କ ଅଧିକାରୀଙ୍କ ଠାରୁ ୧୦୦ କୋଟି ଟଙ୍କା ଆସିଥିବା ଶୁଣି ୩୬ ବର୍ଷୀୟ କଶ୍ମୀରା ଶେଖ ଚକିତ ହୋଇ ଯାଇଥିଲେ । ଖାତାକୁ ଏତେ ଟଙ୍କା କେମିତି ଆସିଲା ତାହା ଏବେ ଚର୍ଚ୍ଚାର ବିଷୟ ।
ଖବର ଅନୁସାରେ, କଶ୍ମୀରା ଏଲପିଜି ସବସିଡ୍ ଆସିଛି କି ନାହିଁ ପଚାରିବାକୁ ବ୍ୟାଙ୍କ ଯାଇଥିଲେ । ବ୍ୟାଙ୍କ ଅଧିକାରୀ କହିଥିଲେ ଆପଣଙ୍କ ଖାତାକୁ ₹୯୯, ୯୯, ୯୯, ୯୯୭ ଟଙ୍କା ଆସିଛି । ଆଉ ଏତେ ଟଙ୍କା ଆସିବା ପରେ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦିଆଯାଇଛି ।
କଶ୍ମୀରା ଓ ତାଙ୍କ ସ୍ଵାମୀ ସିଲାଇ କାମ କରନ୍ତି । ଏହି ଦମ୍ପତି ଦୈନିକ ଘର ଚଳାଇବା ପାଇଁ କଠିନ ପରିଶ୍ରମ କରନ୍ତି । ଆଉ ଏବେ ତାଙ୍କ ଖାତାକୁ ୧୦୦ କୋଟି ଆସିବା ସେମାନଙ୍କ ପାଇଁ ସମସ୍ୟା ବଢ଼ାଇ ଦେଇଛି । କାରଣ ଏତେ ଟଙ୍କା ଆସିବା ପରେ ତଦନ୍ତ ଆରମ୍ଭ ହୋଇଛି ଏବଂ ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଛି ।
ତଦନ୍ତରୁ ଜଣାପଡ଼ିଛି କେବଳ କଶ୍ମୀରା ନୁହନ୍ତି ଏଭଳି ଅନେକଙ୍କ ଖାତାକୁ ଏତେ ପରିମାଣର ଟଙ୍କା କ୍ରେଡିଟ୍ ହୋଇଛି । ଏହା ପଛରେ ସର୍ଭରରେ ତ୍ରୁଟି ଥିବା କୁହାଯାଉଛି । ଫଳରେ ସମଗ୍ର ପଶ୍ଚିମବଙ୍ଗରେ ପ୍ରଭାବିତ ହୋଇଛି ବ୍ୟାଙ୍କିଂ କାରବାର ।           କୋଲକାତାର ବେଲେଘାଟାରେ କ୍ଲାଉଡ୍ କିଚେନ୍ ଚଳାଉଥିବା ନୁପୂର ଗୁପ୍ତାଙ୍କ ସହ ମଧ୍ୟ ସେହିଭଳି ହୋଇଛି । ନୁପୂରଙ୍କ ଆକାଉଣ୍ଟକୁ ୪୭ କୋଟି ଟଙ୍କା ଆସିଛି । ଫଳରେ ସେ ମଧ୍ୟ ବ୍ୟାଙ୍କ, ପୋଲିସ ଓ ଆୟକର ବିଭାଗର ସାମ୍ନା କରିଛନ୍ତି । ତେବେ PNB କର୍ତ୍ତୃପକ୍ଷ ଅଧିକାରୀକ ଭାବେ ଏହା ଉପରେ କୌଣସି ପ୍ରତିକ୍ରିୟା ରଖି ନଥିବା ବେଳେ ତଦନ୍ତ ଚାଲିଥିବା କହିଛନ୍ତି । ]]></description>
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବା ନେଇ କ୍ଷୋଭ ପ୍ରକାଶ କଲେ ପବନ କଲ୍ୟାଣ
<description><![CDATA[ ବିଶାଖାପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅପଶବ୍ଦ କହିବା ଘଟଣାରେ କ୍ଷୋଭ ପ୍ରକାଶ କରି ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ କହିଛନ୍ତି ଯେ ମୋଦୀଙ୍କ ସଂଘର୍ଷ ବିଷୟରେ ନୂଆ ପିଢ଼ି କ’ଣ ଜାଣେ? ଜଣେ ବ୍ୟକ୍ତି ଦେଶ ପାଇଁ ଯେତେ ଅଧିକ କାମ କରିବେ, ସେତେ ଅଧିକ ସମାଲୋଚନାର ସମ୍ମୁଖୀନ ହେବେ ବୋଲି ସେ କହିଛନ୍ତି।
ଶନିବାର ବିଶାଖାପାଟଣା ନିକଟ ଭୋଗପୁରମ୍‌ରେ ପ୍ରାୟ ୫,୭୦୦ କୋଟି ଟଙ୍କାରେ ନିର୍ମିତ ଅଲ୍ଲୁରୀ ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟିତ ହେବା ଅବସରରେ ଆୟୋଜିତ ଜନସଭାରେ ପବନ କଲ୍ୟାଣ ଏହି ମତ ଦେଇଥିଲେ। ନିଟ୍‌ ପ୍ରଶ୍ନପତ୍ର ପ୍ରଘଟକୁ ନେଇ କକ୍ରୋଚ୍‌ ଜନତା ପାର୍ଟି (ସିଜେପି) ଓ ଜେନ୍‌-ଜେଡ୍‌ ପକ୍ଷରୁ ହୋଇଥିବା ଆନ୍ଦୋଳନ ବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତି କେତେକ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଥିବା ପ୍ରସଙ୍ଗରେ ସେ ଏହା କହିଥିଲେ। ଏହି ଆନ୍ଦୋଳନରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଇଥିଲା।  ଜନସେନା ପାର୍ଟିର ପ୍ରତିଷ୍ଠାତା ପବନ କହିଥିଲେ, ମୋଦୀଙ୍କୁ ଅକଥନୀୟ ଭାଷାରେ ଗାଳିଗୁଲଜ କରାଯିବା ଦେଖି ତାଙ୍କ ଆଖିରେ ଲୁହ ଆସିଯାଇଥିଲା ଏବଂ ସେ ଗଭୀର ଭାବେ ବ୍ୟଥିତ ହୋଇଥିଲେ। ଦେଶ ପାଇଁ ଦିନରାତି ପରିଶ୍ରମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଏହା କ’ଣ ଆମର ପୁରସ୍କାର ବୋଲି ସେ ପ୍ରଶ୍ନ କରିଥିଲେ। ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଗୋଟିଏ ଦିନ ମଧ୍ୟ ଛୁଟି ନେଇନାହାନ୍ତି ବୋଲି ସେ ଦାବି କରିଥିଲେ। ଦେଶକୁ ଆଗକୁ ନେବା ସମୟରେ ମୋଦୀ ଗୋଟିଏ ପଟେ ଶତ୍ରୁ ରାଷ୍ଟ୍ର, ଅନ୍ୟପଟେ ଭାରତର ବିକାଶରେ ଈର୍ଷାନ୍ବିତ ପାଶ୍ଚାତ୍ୟ ଦେଶ ଏବଂ ଦେଶ ଭିତରର ବିରୋଧୀ ଶକ୍ତି ସହ ଲଢ଼ୁଛନ୍ତି। ଅନେକ ଲୋକ ୧୪୪ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପଛକୁ ଟାଣୁଥିବାବେଳେ ମୋଦୀ ଏକାକୀ ତାହାକୁ ଆଗକୁ ନେଉଛନ୍ତି। ଦେଶରେ ତାଙ୍କୁ ଟପିପାରିବା ଭଳି କୌଣସି ନେତା ନାହାନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେଭଳି ନେତା ଆସିବା ସମ୍ଭାବନା ନାହିଁ ବୋଲି ପବନ ମତ ଦେଇଥିଲେ।
ଉତ୍ତର ଆନ୍ଧ୍ରପ୍ରଦେଶରେ ବିମାନବନ୍ଦର ପ୍ରତିଷ୍ଠା ଏବଂ ରାଜ୍ୟକୁ ଲକ୍ଷ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବାର ଶ୍ରେୟ ମଧ୍ୟ ସେ ମୋଦୀଙ୍କୁ ଦେଇଥିଲେ। ଭୋଗପୁରମ୍‌ ବିମାନବନ୍ଦର ବିଜେପି, ତେଲୁଗୁ ଦେଶମ୍‌ ପାର୍ଟି ଓ ଜନସେନା ମେଣ୍ଟର ସୁଫଳ ବୋଲି ସେ କହିଥିଲେ। ସାମ୍ପ୍ରତିକ ଆନ୍ଦୋଳନ ପରିପ୍ରେକ୍ଷୀରେ ଅଭିଭାବକମାନେ ନିଜର ୨୫ ବର୍ଷରୁ କମ୍‌ ବୟସର ପିଲାମାନଙ୍କୁ ଉପଯୁକ୍ତ ମୂଲ୍ୟବୋଧ ଶିକ୍ଷା ଦେଇ ଠିକ୍‌ ପଥରେ ପରିଚାଳିତ କରିବାକୁ ପବନ ପରାମର୍ଶ ଦେଇଥିଲେ। ]]></description>
ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ କହିବା ନେଇ କ୍ଷୋଭ ପ୍ରକାଶ କଲେ ପବନ କଲ୍ୟାଣ
ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ
<description><![CDATA[ କୋଲକାତା: ଦିଲ୍ଲୀର ଜନ୍ତରମନ୍ତରଠାରେ ହୋଇଥିବା କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ଛାତ୍ର ଆନ୍ଦୋଳନରେ ପୁଲିସ ପୋଷାକରେ ପ୍ରବେଶ କରି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ପାକିସ୍ତାନରୁ ଷଡ଼୍‌ଯନ୍ତ୍ର କରାଯାଇଥିଲା। ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ସନ୍ଦିଗ୍ଧ ଆତଙ୍କବାଦୀ ହମିମ୍‌ ମଣ୍ଡଳକୁ ତା’ର ପାକିସ୍ତାନୀ ପରିଚାଳକମାନେ ଏହି କାମ ଦେଇଥିଲେ ବୋଲି ପଶ୍ଚିମବଙ୍ଗ ସ୍ବତନ୍ତ୍ର ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ରବିବାର କହିଛି।
ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ସହ ସମ୍ପର୍କ ଥିବା ସନ୍ଦେହରେ ହମିମ୍‌କୁ ଶୁକ୍ରବାର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ଗିରଫ କରାଯାଇଥିଲା। ଏସ୍‌ଟିଏଫ୍‌ ମହାନିରୀକ୍ଷକ ଗୌରବ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ହମିମ୍‌କୁ ପୁଲିସ ପୋଷାକ କିଣି ଦିଲ୍ଲୀର ଜନ୍ତରମନ୍ତରଠାରେ ଚାଲିଥିବା ଛାତ୍ର ଆନ୍ଦୋଳନରେ ଅନୁପ୍ରବେଶ କରିବାକୁ କୁହାଯାଇଥିଲା। ସେଠାରେ ବିଶୃଙ୍ଖଳା ଓ ଅଶାନ୍ତି ସୃଷ୍ଟି କରିବା ତା’ର ଉଦ୍ଦେଶ୍ୟ ଥିଲା ବୋଲି ଏସ୍‌ଟିଏଫ୍‌ ଦାବି କରିଛି। ଏହାଛଡ଼ା ହମିମ୍‌କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ସେ କେଉଁ ସ୍ଥାନରେ ସୁରକ୍ଷା ବିନା ରହୁଛନ୍ତି, ସେ ସମ୍ପର୍କରେ ସୂଚନା ସଂଗ୍ରହ କରିବାକୁ କୁହାଯାଇଥିଲା। ମୁଖ୍ୟମନ୍ତ୍ରୀ ତାଙ୍କର ଅନ୍ୟତମ ନିଶାଣ ଥିଲେ ବୋଲି ଗୌରବ କହିଛନ୍ତି। ଜେରା ବେଳେ ପଶ୍ଚିମବଙ୍ଗରେ ଜୈସ୍‌-ଏ-ମହମ୍ମଦର ଅନେକ ପରିଚାଳକଙ୍କ ସହ ହମିମ୍‌ର ସମ୍ପର୍କ ଥିବା ଜଣାପଡ଼ିଛି। ଅଦାଲତ ତାକୁ ୧୪ ଦିନ ପାଇଁ ଏସ୍‌ଟିଏଫ୍‌ ହେପାଜତକୁ ପଠାଇଛନ୍ତି।           ହମିମ୍‌ର ବାନ୍ଧବୀ ଅର୍ପିତା ସରକାରକୁ ମଧ୍ୟ ଶୁକ୍ରବାର ଝାଡ଼ଖଣ୍ଡର ସାହିବଗଞ୍ଜରୁ ଗିରଫ କରାଯାଇଛି। ଉଭୟେ ରାଜ୍ୟମନ୍ତ୍ରୀ ଉମେଶ ରାୟଙ୍କ ପୁଅଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରିବା ଏବଂ ତାଙ୍କ ପରିବାରଠାରୁ ଅର୍ଥ ଆଦାୟ ପାଇଁ ଷଡ଼୍‌ଯନ୍ତ୍ର କରୁଥିଲେ ବୋଲି ପୁଲିସ ଅଭିଯୋଗ କରିଛି। 
ଅର୍ପିତା ଅନେକ ପ୍ରମୁଖ ବ୍ୟକ୍ତି ଓ ରାଜନେତାଙ୍କୁ ପ୍ରେମଜାଲରେ ଫସାଇ ସେମାନଙ୍କ ସମ୍ପର୍କରେ ସୂଚନା ହମିମ୍‌କୁ ଦେଉଥିଲା ବୋଲି ଏସ୍‌ଟିଏଫ୍‌ କହିଛି। ଅର୍ପିତାର ହ୍ବାଟ୍‌ସଆପ୍‌ ବାର୍ତ୍ତାରୁ ପାକିସ୍ତାନ ସହ ସମ୍ପର୍କର ସୂଚନା ମିଳିଥିଲା। ତା’ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ଯାଞ୍ଚ କରିବା ପରେ ଏସ୍‌ଟିଏଫ୍‌ ହମିମ୍‌ ପାଖରେ ପହଞ୍ଚିଥିଲା। ଦୁହେଁ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଥମେ ପରିଚିତ ହୋଇଥିଲେ ଏବଂ ଚାରିବର୍ଷ ହେଲା ସମ୍ପର୍କରେ ଥିଲେ। ସେମାନଙ୍କଠାରୁ ବ୍ରିଟେନ୍‌ ଓ ମେକ୍ସିକୋରେ ଜାରି ହୋଇଥିବା ଅନ୍ତର୍ଜାତୀୟ ସିମ୍‌ କାର୍ଡ ଜବତ ହୋଇଛି। ଗୁପ୍ତ ଯୋଗାଯୋଗ ପାଇଁ ଏଗୁଡ଼ିକ ବ୍ୟବହାର ହେଉଥିବା ସନ୍ଦେହ କରାଯାଉଛି। ଏସ୍‌ଟିଏଫ୍‌ ଏବେ ସମ୍ପୂର୍ଣ୍ଣ ନେଟ୍‌ୱର୍କ, ଏହାର ଅନ୍ୟ ସଦସ୍ୟ ଏବଂ ସୀମାପାର ସମ୍ପର୍କର ତଦନ୍ତ କରୁଛି। ]]></description>
ପୁଲିସ ପୋଷାକରେ ଜନ୍ତରମନ୍ତର ଆନ୍ଦୋଳନରେ ପଶିଥାନ୍ତା ସନ୍ଦିଗ୍ଧ ଆତଙ୍କବାଦୀ
ନିଟ ପେପର୍ ଲିକ୍ ମାମଲା: ହିଂସାତ୍ମକ ପ୍ରତିବାଦରେ ସାମିଲ ଥିଲେ ଅନେକ ଅପରାଧୀ
<description><![CDATA[ ନୂଆଦିଲ୍ଲୀ: ନିଟ ପେପର୍ ଲିକ୍ ମାମଲାକୁ କେନ୍ଦ୍ର କରି ଜନ୍ତର ମନ୍ତର ଏବଂ ଆଖପାଖ ଅଞ୍ଚଳର ରାସ୍ତାରେ ସପ୍ତାହ ଧରି ଚାଲିଥିବା ହିଂସାତ୍ମକ ପ୍ରତିବାଦ ପଛରେ ଥିବା ସତ୍ୟ ଉପରୁ ପରଦା ଉଠାଇଛି ଦିଲ୍ଲୀ ପୁଲିସ।
କକ୍ରୋଜ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପ୍ରତିବାଦ ସମୟରେ ମଝିରେ ମଝିରେ ପଥର ଫିଙ୍ଗାଳି ଏବଂ ହିଂସାରେ ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ୨୪୦ ଜଣ ଅଧିକାରୀ ଏବଂ କର୍ମଚାରୀ ଗୁରୁତର ଆହତ ହୋଇଥିଲେ।
ତଦନ୍ତରୁ ଜଣାପଡ଼ିଛି ଯେ ଭିଡ଼ରେ ଥିବା ୨,୮୭୩ ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୯୮୯ ଜଣଙ୍କର ଜଘନ୍ୟ ଅପରାଧିକ ରେକର୍ଡ ରହିଛି। ।
କୃତ୍ରିମ ସୂର୍ଯ୍ୟ ତିଆରି କରୁଛି ଚୀନ୍: ବିଶ୍ୱର ସବୁଠାରୁ ବଡ଼ ଚୁମ୍ବକର ପରୀକ୍ଷଣ ସଫଳ
ଦଙ୍ଗାକାରୀଙ୍କ ଦ୍ୱାରା ପଥର ଫିଙ୍ଗାଳି ଏବଂ ହିଂସାର ଢାଞ୍ଚା ଦେଖି, ପୁଲିସ ସନ୍ଦେହ କରିଥିଲା ଯେ ଏହି ଆନ୍ଦୋଳନର ଆଡ଼ରେ ବାହାର ଅପରାଧୀ ଏବଂ ଅସାମାଜିକ ଲୋକମାନେ ଆନ୍ଦୋଳନରେ ଅନୁପ୍ରବେଶ କରିଛନ୍ତି। ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ ଦିଲ୍ଲୀ ପୁଲିସ ପ୍ରତିବାଦ ସ୍ଥଳ ଏବଂ ଆଖପାଖ ରାସ୍ତାରେ ଏଫଆରଏସ କ୍ୟାମେରା ସ୍ଥାପନ କରିଥିଲା। ଏହି କ୍ୟାମେରା ମାଧ୍ୟମରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ରେକର୍ଡ ପୁଲିସ ଡାଟାବେସରୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚରୁ ଜଣାପଡ଼ିଛି ୨୮୭୩ ଜଣ ପ୍ରତିବାଦକାରୀଙ୍କ ମଧ୍ୟରୁ ୯୮୯ଜଣଙ୍କର ଜଘନ୍ୟ ଅପରାଧିକ ଇତିହାସ ରହିଛି।
ଦିଲ୍ଲୀ ପୁଲିସର ତଥ୍ୟ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଜନ୍ତର ମନ୍ତରରେ ହିଂସାତ୍ମକ ପ୍ରଦର୍ଶନ କେବଳ ସାଧାରଣ ଛାତ୍ର କିମ୍ବା ପ୍ରତିବାଦକାରୀଙ୍କ ଦ୍ୱାରା ଗଠିତ ନଥିଲା, ବରଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରର ଅଂଶ ଭାବରେ ଏକତ୍ରିତ ଅଭ୍ୟାସଗତ ଏବଂ ଜଘନ୍ୟ ଅପରାଧୀଙ୍କ ଭିଡ଼ ଥିଲା। 
ଜଘନ୍ୟ ଅପରାଧରେ ଜଡିତ ଦଙ୍ଗାକାରୀଙ୍କ ବିବରଣୀ
ପୁଲିସର ଚାଞ୍ଚଲ୍ୟକର ବୟାନ
-ଜନ୍ତରମନ୍ତରରେ ହିଂସାତ୍ମକ ପ୍ରଦର୍ଶନ
-ଦଙ୍ଗାକାରୀ ଜଘନ୍ୟ ଅପରାଧୀ ସାମିଲ 
-ହତ୍ୟା ମାମଲାରେ ଅଛନ୍ତି ୧୦୧ଜଣ ସମ୍ପୃକ୍ତ
-୬୨ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା 
-ଡକାୟତି ମାମଲାରେ ୨୮୪ ଜଣ ସାମିଲ
-୬୧ ଜଣଙ୍କ ନାମରେ ରହିଛି ଦୁଷ୍କର୍ମ ମାମଲା
-ପୋକ୍ସୋ ମାମଲାରେ ୬ଜଣ ସମ୍ପୃକ୍ତ
-ଅସଦାଚରଣ ମାମଲାରେ ୨୫ ଜଣ ସାମିଲ
-୨୨୯ ଜଣ ଆର୍ମସ ଆକ୍ଟ ମାମଲାରେ ସମ୍ପୃକ୍ତ
-ଛିନତାଇ ମାମଲାରେ ଗଡ଼ୁଛି ୧୩୫ ଜଣ ନାମ
-ନିଶା ଦ୍ରବ୍ୟ ମାମଲାରେ ୬୭ ଜଣ ସାମିଲ
-ଅପହରଣ ମାମଲାରେ ୧୯ ଜଣ ଅଛନ୍ତି ସମ୍ପୃକ୍ତ ]]></description>