ଆପଣଙ୍କ ସ୍ୱର | ଓଡ଼ିଶା ବ୍ରେକିଙ୍ଗ ନ୍ୟୁଜ୍, ସର୍ବଶେଷ ଖବର, ପାଣିପାଗ ଅପଡେଟ୍ ଓ ଲାଇଭ୍ ନ୍ୟୁଜ୍ - Latest Posts
ଆପଣଙ୍କ ସମସ୍ୟା,ଆପଣଙ୍କ ସ୍ୱର ର ଦାୟିତ୍ଵ
ମହିଳାଙ୍କ ନକଲି ପରିଚୟରେ ପ୍ରେମଜାଲ, ପୁଲିସ ଓ ସାମ୍ବାଦିକ ସାଜି ଅର୍ଥ ଆଦାୟ
<description><![CDATA[ ମିରଟ୍‌: ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ନାମରେ ନକଲି ଆଇଡି ଖୋଲି ଲୋକଙ୍କୁ ପ୍ରେମଜାଲରେ ଫସାଇବା ଏବଂ ପରେ ପୁଲିସ ଓ ସାମ୍ବାଦିକ ସାଜି ସେମାନଙ୍କଠାରୁ ଅର୍ଥ ଆଦାୟ କରୁଥିବା ଏକ ଦଳକୁ ଉତ୍ତରପ୍ରଦେଶର ମିରଟ୍‌ ପୁଲିସ ଠାବ କରିଛି। ପାଞ୍ଚଜଣିଆ ଦଳର ଦୁଇ ସଦସ୍ୟ ରାହୁଲ ପାଲ୍‌ ଓ ଆକାଶକୁ ଶନିବାର ଗିରଫ କରାଯାଇଛି। ଫେରାର୍‌ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଲାସି ଚାଲିଛି।
ମିରଟ୍‌ର ବାସିନ୍ଦା ନୀରଜ ପାଲ୍‌ଙ୍କ ଅଭିଯୋଗ ପରେ ଘଟଣା ଲୋକଲୋଚନକୁ ଆସିଥିଲା। ପୁଲିସର କହିବା ଅନୁସାରେ, ଶଶାଙ୍କ ଶର୍ମା, ରାହୁଲ ପାଲ୍‌ ଓ ଆକାଶ ଅନ୍‌ଲାଇନ୍‌ରେ ନିଜକୁ ଜଣେ ମହିଳା ଭାବେ ପରିଚୟ ଦେଇ ନୀରଜଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। କିଛିଦିନ ଧରି ଘନିଷ୍ଠ ଆଲୋଚନା କରିବା ସହ ତାଙ୍କ ସହ ଫଟୋ ଦିଆନିଆ କରି ବିଶ୍ବାସ ଜିଣିଥିଲେ।
ପରେ ସମ୍ପୃକ୍ତ ମହିଳାଙ୍କୁ ସାକ୍ଷାତ୍‌ କରାଇଦେବାକୁ କହି ନୀରଜଙ୍କୁ ଏକ ଭଡ଼ା କାର୍ଯ୍ୟାଳୟକୁ ଡକାଯାଇଥିଲା। ସେଠାରେ କୌଣସି ମହିଳା ନ ଥିବାବେଳେ ଦୁଇଜଣ ବ୍ୟକ୍ତି ତାଙ୍କ ପାଖରେ ପହଞ୍ଚି ସାକ୍ଷାତ୍‌ କରାଇଦେବା ପାଇଁ ଅର୍ଥ ମାଗିଥିଲେ। ପରେ ସେମାନେ ନିଜକୁ ପୁଲିସ କର୍ମଚାରୀ ଓ ସାମ୍ବାଦିକ ବୋଲି ପରିଚୟ ଦେଇ ନୀରଜଙ୍କୁ ମିଥ୍ୟା ଆପରାଧିକ ମାମଲାରେ ଫସାଇବାର ଧମକ ଦେଇଥିଲେ। 
ମାମଲାର ଆପୋସ ସମାଧାନ ପାଇଁ ଅଭିଯୁକ୍ତମାନେ ନୀରଜଙ୍କୁ ୨ ଲକ୍ଷ ଟଙ୍କା ମାଗିବା ସହ ତତ୍କାଳ ଗୁଗଲ୍‌ ପେ’ ମାଧ୍ୟମରେ ୧୦ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲେ। ତାଙ୍କର ଭିଡିଓ ରେକର୍ଡ କରି ଡିପ୍‌ଫେକ୍‌ ପ୍ରସ୍ତୁତ କରିବା ସହ ତାହାକୁ ନେଇ ଭବିଷ୍ୟତରେ ମଧ୍ୟ ଅର୍ଥ ଆଦାୟ ପାଇଁ ଧମକ ଦେଇଥିବା ନୀରଜ ଅଭିଯୋଗ କରିଛନ୍ତି।                ନୀରଜଙ୍କ ଅଭିଯୋଗ ପାଇବା ପରେ ବରିଷ୍ଠ ପୁଲିସ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଅଭିଯୁକ୍ତମାନେ ନକଲି ଇନ୍‌ଷ୍ଟାଗ୍ରାମ୍‌ ଆଇଡି ମାଧ୍ୟମରେ ଅନ୍ୟ ଲୋକଙ୍କୁ ମଧ୍ୟ ସମାନ ଢଙ୍ଗରେ ଫସାଇଥିବା ଜେରା ବେଳେ ସ୍ବୀକାର କରିଛନ୍ତି ବୋଲି ପୁଲିସ କହିଛି। ଅଭିଯୁକ୍ତମାନଙ୍କଠାରୁ ପଞ୍ଜୀକରଣ ନମ୍ବର ନ ଥିବା ଏକ ମାରୁତି ଅଲ୍‌ଟୋ କାର୍‌, ଅଲଗା ନମ୍ବର ପ୍ଲେଟ୍‌, ଦୁଇଟି ମୋବାଇଲ୍‌, ଲାପ୍‌ଟପ୍‌, ଟାବ୍‌ଲେଟ୍‌, ୱାକିଟକି, ବାଡ଼ି, ପୁଲିସ ବିଟ୍‌ ବହି, ସରକାରୀ ଭଳି ଦେଖାଯାଉଥିବା ମୋହର, ନାମଫଳକ ଓ ବିଭିନ୍ନ ଫାଇଲ୍‌ ଜବତ ହୋଇଛି। ]]></description>
ମହିଳାଙ୍କ ନକଲି ପରିଚୟରେ ପ୍ରେମଜାଲ, ପୁଲିସ ଓ ସାମ୍ବାଦିକ ସାଜି ଅର୍ଥ ଆଦାୟ